Public App Logo
Jansamasya
News
Bjp
National
Police
Bihar
India
जनसमस्या
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Iyc
Bollywood
दिल्ली
Breakingnews
महिला
Narendramodi
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Uttarpradesh

ବଲାଙ୍ଗୀର: ମାଧିଆ ପାଲି ପେଟ୍ରୋଲ ପମ୍ପ ନିକଟରେ ୨ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତି

Balangir, Balangir | Dec 3, 2025
ମାଧିଆ ପାଲି ପେଟ୍ରୋଲ ପମ୍ପ ନିକଟରେ ଆଜି ରାତି ୯ଟା ସମୟ ରେ ଘଟିଥିବା ଦୁର୍ଘଟଣା ରେ ଦୁଇଟି ବାଇକ ମଧ୍ୟରେ ଜୋର ଧକା ହୋଇ, ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ବ୍ୟକ୍ତି ଜଣକ ରଞ୍ଜନ ସୁନା ବୋଲି ଜଣାପଡିଛି, ଯିଏ ବୁରଡ଼ା ଅଞ୍ଚଳର ଥିବା କୁହାଯାଉଛି। ଘଟଣା ପରେ ତାଙ୍କୁ ସତର୍କତା ଭାବରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି, ସ୍ଥଳରୁ ଖବର ମିଳିଛି ଯେ ଦୁଇ ବାଇକ କିପରି ଧକ୍କା ଲାଗିଲା ବା କାହାର ଦୋଷ ଥିଲା, ତାହା ନେଇ ସଦର ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଓ ଭୟ ଦେଖାଦେଇଛି

MORE NEWS