#ନିଆଁ_ଲାଗି_ଜଳିଗଲା_ଷ୍ଟେଜ_ଓ_ଲାଇଟ
#ଯାତ୍ରା_ମଞ୍ଚରେ_ଘଟିଲା_ଅଘଟଣ।
ବ୍ରହ୍ମପୁର ଉପକଣ୍ଠ ଲାଞ୍ଜିଆ ଗାଁରେ ରାମାୟଣ ନାଟକ ପରିବେଷଣ ଚାଲିଥିବା ବେଳେ ବାଣରୁ ନିଆଁ ଲାଗି ଷ୍ଟେଜ ଓ ଲାଇଟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଜଳିଯାଇଛି।
#Berhampur #Lanjia #Jatra #mahimatv #FireAccident #Ramayana #OdishaNews #BreakingNews #FireSafety #CulturalEvent #Odisha #NandighoshaTV
Basta, Balasore | Jun 30, 2026