ସୋର ଅଡଙ୍ଗ ବଜାରରେ ପୌରପାଳିକା ଚଢ଼ାଉ। ସିଙ୍ଗଲ ଇଉଜ ପ୍ଲାଷ୍ଟିକ ଜବତ ହେବା ସହ ଟ୍ୟାକ୍ସ ନ ଦେଉଥିବା ଦୋକାନୀଙ୍କୁ ନୋଟିସ। ପରିମଳ ସୁଧାରିବା ପାଇଁ ଅଧିକାରୀଙ୍କ କଡ଼ା ନିର୍ଦ୍ଦେଶ।