Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
बीजेपी
Gujarat
Accident
Congress
Modi
Delhi
Viral
मारपीट
Crime
पेट्रोल
Up
मध्यप्रदेश
Bollywood
दिल्ली
Breakingnews
Madhya_pradesh
Cm
Nsui
उत्तरप्रदेश
Pmmodi
Rahulgandhi
angulexpress39
ଅନୁଗୁଳ ଜିଲ୍ଲା ଦିଶା କମିଟି ବୈଠକରେ ବିଭିନ୍ନ ଉନ୍ନୟନ ପ୍ରସଙ୍ଗ ଉପରେ ଆଲୋଚନା କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । #DharmendraPradhan #Disha #meeting #anguldistrictadministration #anugul
Anugul, Angul
| Sep 11, 2026
#dharmendrapradhan
#disha
#meeting
#anguldistrictadministration
#anugul
MORE NEWS
ଆଦାୟ ପଇସା ଯାଉଛି କୁଆଡେ ?ତାଳଚେର ଲିଙ୍ଗରାଜ କୋଇଲା ଖଣିର ଲୋକାଲ୍ ସେଲ୍ରୁ କୋଇଲା ପରିବହନକୁ ନେଇ ଏବେ ଅସନ୍ତୋଷ ତେଜିବାରେ ଲାଗିଛି। ଡେସ୍ପାଚ୍ ଇନ୍ଚାର୍ଜଙ୍କ କାର୍ଯ୍ୟଶୈଳୀକୁ ନେଇ ଟ୍ରକ୍ ମାଲିକଙ୍କ ମଧ୍ୟରେ ଉଠିଛି ଅସନ୍ତୋଷର ସ୍ୱର#ତାଳଚେର#ଅନୁଗୋଳ#damantv
Anugul, Angul | Sep 11, 2026
ଅନୁଗୋଳରେ ପୋଲିସ–ଅଭିଯୋଜନ ସମନ୍ୱୟ ବୈଠକ। ୨୦ ଗୁରୁତର ମାମଲାରେ ଦୋଷସିଦ୍ଧି ପାଇଁ ୪୪ ଜଣ ସମ୍ମାନିତ। ୬୮% ଦୋଷସିଦ୍ଧି ହାର ସହ ରାଜ୍ୟରେ ଅନୁଗୋଳ ଦ୍ୱିତୀୟ। ଦୋଷସିଦ୍ଧିର ସଂଖ୍ୟାରେ ଓଡ଼ିଶାରେ ପ୍ରଥମ ଅନୁଗୋଳ। ଅନୁଗୋଳ ପୋଲିସର ସଫଳତାକୁ DPPଙ୍କ ପ୍ରଶଂସା। SP ରାହୁଲ ଜୈନଙ୍କ ନେତୃତ୍ୱକୁ ବିଶେଷ ପ୍ରଶଂସା। ପୀଡ଼ିତଙ୍କୁ ତ୍ୱରିତ ନ୍ୟାୟ ଉପରେ ଗୁରୁତ୍ୱ । #OdishaPolice #Spanugola #HighCourt #districtcourt #anugul #anguldistrictadministration #Rahuljain #angulexpress #CMOOdisha
Anugul, Angul | Sep 11, 2026
ରାସ୍ତାରେ ଗଲାବେଳେ ସ୍କୁଲପିଲାଙ୍କୁ ଦେଖି ଅଟକି ଗଲେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। #DharmendraPradhan #anugul #angulexpress
Anugul, Angul | Sep 11, 2026
ଅନୁଗୋଳ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ପୃଥକ ପୃଥକ ମାମଲାରେ ୩୫୦୦ କେଜି ମହୁଲ ଫୁଲ ଜବତ। #angulexpress #anugul #ExciseRaid
Anugul, Angul | Sep 11, 2026
ତାଳଚେର ଲିଙ୍ଗରାଜ କୋଇଲା ଖଣିର ଲୋକାଲ୍ ସେଲ୍ରୁ କୋଇଲା ପରିବହନକୁ ନେଇ ଏବେ ଅସନ୍ତୋଷ ତେଜିବାରେ ଲାଗିଛି। ଡେସ୍ପାଚ୍ ଇନ୍ଚାର୍ଜଙ୍କ କାର୍ଯ୍ୟଶୈଳୀକୁ ନେଇ ଟ୍ରକ୍ ମାଲିକଙ୍କ ମଧ୍ୟରେ ଉଠିଛି ଅସନ୍ତୋଷର ସ୍ୱର। ଟ୍ରକ୍ ମାଲିକମାନଙ୍କ ଅଭିଯୋଗ ଅନୁସାରେ, ଟାଟା ପ୍ଲାଣ୍ଟକୁ କୋଇଲା ପରିବହନ ପାଇଁ ଲାଷ୍ଟ ଡେଟ୍ ୭ କିମ୍ବା ୮ ତାରିଖ ଥିବା ସତ୍ତ୍ୱେ, ୪ ତାରିଖରୁ ଟାଟା କମ୍ପାନୀକୁ ଅତିରିକ୍ତ ସୁବିଧା ବା ‘ଫ୍ରି ହିଟ୍’ କାହିଁକି ଦିଆଗଲା, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଟ୍ରକ୍ ମାଲିକମାନେ#ତାଳଚେର#ଅନୁଗୋଳ #damantv
Anugul, Angul | Sep 11, 2026
Anugul, Angul | Sep 11, 2026
ବୁଲେଟଧାରୀ ଙ୍କୁ ସାବାଡକଲେ ଏନଟିପିସି ଆଇଆଇସି ସଂଯୁକ୍ତା ଖିଲାର,ବିକଟାଳ କରୁଥିବା ବୁଲେଟ୍ ଉପରେ ପୋଲିସର ପ୍ରହାର#କଣିହାଁ#ଅନୁଗୋଳ#damantv
Anugul, Angul | Sep 11, 2026
ବାଲେଶ୍ୱର ଜିଲ୍ଲା ବିଚିତ୍ରପୁର ଜଙ୍ଗଲରେ ଠାବ ହୋଇଛି ୫ଟି ଓରାଙ୍ଗଉଟାନ ଜୀବ। ଏକାଥରେ ୫ଟି ବିରଳ ପ୍ରଜାତିର ଜୀବ ଜଙ୍ଗଲରେ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ । #baleswar #angulexpress #highlight #follower
Anugul, Angul | Sep 11, 2026