ସଦର: ପ୍ୟାରିସ ରେ ଈତିହାସ ରଚିଲେ କଳାହାଣ୍ଡି ମାଟିର ସନ୍ତାନ ଇଶାନପାତ୍ର
ପ୍ୟାରିସ ରେ ଈତିହାସ ରଚିଲେ କଳାହାଣ୍ଡି ମାଟିର ସନ୍ତାନ #ଇଶାନପାତ୍ର ଅନ୍ତର୍ଜାତୀୟ ଆଲମ୍ପିଆଡ ରେ ଜିତିଲେ ତିନୋଟି ସ୍ଵର୍ଣ୍ଣ, ଗୋଟିଏ ସିଲଭର ଦୁଇଟି ବ୍ରୋଞ୍ ମେଡାଲ 🏅। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକର ଗମ୍ଭାରିଗୁଡ଼ା ଗାଁ ପାଇଁ ଗୌରବ ଆଣି ଦେଇଛନ୍ତି। ପ୍ୟାରିସ ରେ ଇତିହାସ ରଚିଲେ କଳାହାଣ୍ଡି ମାଟିର ସନ୍ତାନ , ଏକ ସୁନାମଧନ୍ୟ ଅଧ୍ୟାୟ ଲେଖିଲେ #ଇଶାନ ପିତା-: ଲିଙ୍ଗରାଜ ପାତ୍ର ମାତା -: ମୈତ୍ରୀ ବେହେରା । କଳାହାଣ୍ଡି ଜିଲ