Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଏମ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ପ୍ରୋଗେସିପ ସମ୍ବଲପୁର ପକ୍ଷରୁ ବିକ୍ଷୋଭ,ଦେବଜ୍ୟୋତି ପଟ୍ଟନାୟକ ରଖିଲେ ନିଜ ପ୍ରତିକ୍ରିୟା

Sambalpur M, Sambalpur | Jul 17, 2025
ସମ୍ବଲପୁର ଜିଏମ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଜଣେ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ନିର୍ଯ୍ୟାତନା ଦିଆଯିବା ଘଟଣାରେ ଗୁରୁବାର ଜିଏମୟୁ ଠାରେ ଛାତ୍ର ରାଜନୀତି ତେଜିବାରେ ଲାଗିଛି। ଏନେଇ ଜିଏମୟୁ ସମ୍ମୁଖରେ ଗୁରୁବାର ପ୍ରୋଗେସିପ ସମ୍ବଲପୁର ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିସହ ଦୋଷୀ ଅଧ୍ୟାପକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରୋଗେସିପ ସମ୍ବଲପୁର ପକ୍ଷରୁ ସହ ଆବାହକ ଦେବ ଜ୍ୟୋତି ପଟ୍ଟନାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି।

MORE NEWS

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଏମ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ପ୍ରୋଗେସିପ ସମ୍ବଲପୁର ପକ୍ଷରୁ ବିକ୍ଷୋଭ,ଦେବଜ୍ୟୋତି ପଟ୍ଟନାୟକ ରଖିଲେ ନିଜ ପ୍ରତିକ୍ରିୟା - Sambalpur M News