ଚିକିଟି: Chikiti Blockରେ 'Beti Bachao Beti Padhao' କାର୍ଯ୍ୟକ୍ରମ: ନାରୀ ସଶକ୍ତିକରଣ ଉଲ୍ଲାସ
Chikiti, Ganjam | Sep 9, 2026
ଚିକିଟି ବ୍ଲକରେ କନ୍ୟା ସନ୍ତାନର ସୁରକ୍ଷା ଓ ଶିକ୍ଷା ପାଇଁ 'ବେଟି ବଚାଓ ବେଟି ପଢ଼ାଓ' କାର୍ଯ୍ୟକ୍ରମ ଆୟୋଜିତ ହେଲା। ବିଧାୟକଙ୍କ ପତ୍ନୀ, ସାଂସଦ ପ୍ରତିନିଧି, cdpo ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।