ଜଟଣୀ ସୀତାରାମ ଛକରୁ ୬ ଜଣ ମୋଟର ସାଇକେଲ ଓ ମୋବାଇଲ ଲୁଟେରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି | ସେମାନେ ଆଜି ସନ୍ଧ୍ୟା ୬ ଘଣ୍ଟିକା ସମୟରେ କୋର୍ଟ ଚାଲାଣ ହୋଇଛନ୍ତି