ଗବସ୍ତ ମଣ୍ଡଳ ବିଜେପି ର ସଭାପତି ଅଶ୍ୱିନୀ କୁମାର କାଣ୍ଡିଙ୍କ ନେତୃତ୍ୱରେ ଏକ ଚାରିଜଣିଆ ଟିମ ବାରଙ୍ଗ ବ୍ଲକ ଅନ୍ତର୍ଗତ ମହୀଧର ପଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ସ୍ୱାସ୍ଥ୍ୟ କେନ୍ଦ୍ରର ପାନୀୟ ଜଳ, ଶୌଚାଳୟ, ବିଭିନ୍ନ ବିଭାଗର ଡାକ୍ତର ଠିକଭାବେ ରୋଗୀ ସେବା କରୁଛନ୍ତି କି ନାହିଁ ସେ ବାବଦରେ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଟ ଡକ୍ଟର ସୁବାଷ ଚନ୍ଦ୍ର ଗୋଛାୟତ ଙ୍କ ସହିତ ବିସ୍ତୃତଭାବେ ଆଲୋଚନା କରିଥିଲେ।
#odianews #OdishaPolitics #OdiaEntertainment
#dinaratitv #currentaffairs #odianews
#dinaratitv #currentaffairs #odianews #latestnews #news #odishaupdates