Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

ବରଗଡ: କଳାକାର ସୁଶୀଲ ମେହେରଙ୍କୁ ବେହେରା ମାର୍କେଟ ଠାରେ ଭୁଲିଆ ସମାଜ ପକ୍ଷରୁ କରାଗଲା ସମ୍ବର୍ଦ୍ଧିତ

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ନୂତନ ଭାବେ ଚୟନ ହୋଇଥିବା କଂସ ମହାରାଜ ସୁଶୀଲ ମେହେରଙ୍କୁ ବୁଧବାର ସନ୍ଧ୍ୟା 7 ଘଣ୍ଟା ସମୟରେ ଭୁଲିଆ ସମାଜ ପକ୍ଷରୁ ଶୁଭେଚ୍ଛା ସହ ସମ୍ବର୍ଦ୍ଧନା ଦିଆଯାଇଛି | ବେହେରା ମାର୍କେଟ ଠାରେ ଭୁଲିଆ ସମାଜ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି | ଚଳିତ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ନୂତନ ଭାବେ ଚୟନ ପ୍ରକ୍ରିୟା କରାଯାଇଥିଲା | ତେବେ 44 ଜଣ କଂସ କଳାକାରଙ୍କ ମଧ୍ୟରୁ ସୁଶୀଲ ମେହେରଙ୍କୁ ଚୟନ କରାଯାଇଥିବା ବେଳେ ଆଜି ତାଙ୍କୁ ମେହେର ଭୁଲିଆ ସମାଜ ପକ୍ଷରୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା ଦିଆଯାଇଛି ।