ନୀଳଗିରି: ନୀଳଗିରି ବଣଭୂଇଁ ଗ୍ରାମରେ ଅନ୍ନଛତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ସନ୍ତୋଷ ଖଟୁଆ
ନୀଳଗିରି ବଣଭୂଇଁ ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଅବସରରେ ବିଶାଳ ଅନ୍ନଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ। ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ଯୋଗଦେଇ ଭକ୍ତଙ୍କୁ ପ୍ରସାଦ ପରଷିଲେ ଏବଂ ସ୍ଥାନୀୟ ଲୋକଙ୍କ ସହ ସମସ୍ୟା ନେଇ ଆଲୋଚନା କରିଛନ୍ତି।