ଜଟଣୀ: ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ପ୍ରସବ କଲେ ମହିଳା, ଶିଶୁ କନ୍ୟା ଓ ମା କୁ ଉଦ୍ଧାର କଲା ରେଳବାଇ ପୋଲିସ
Jatani, Khordha | Sep 30, 2025 ଜଟଣୀ ସ୍ଥିତ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ପ୍ରସବ କଲେ ମହିଳା, ଶିଶୁ କନ୍ୟା ଓ ମା କୁ ଉଦ୍ଧାର କଲା ରେଳବାଇ ପୋଲିସ | ଏହି ଘଟଣା ଆଜି ଦିନ 2 ଘଣ୍ଟିକା ସମୟରେ ଘଟିଥିଲା |