ମାଲକାନଗିରିରେ ହେଲଥ୍ କାର୍ଡ ଠକେଇ ଅଭିଯୋଗ!
ଗରିବ ଆଦିବାସୀଙ୍କ ସ୍ୱାସ୍ଥ୍ୟ କାର୍ଡରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହେଉଥିବା ନେଇ ଅଭିଯୋଗ। ବିଶାଖାପାଟଣାର ଘରୋଇ ମେଡିକାଲକୁ ରୋଗୀଙ୍କୁ ନେଇ ଏଜେଣ୍ଟମାନେ କମିଶନ ନେଉଥିବା ନେଇ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଅଭିଯୋଗ ଆଣିଛନ୍ତି। ଘଟଣାର ତଦନ୍ତ ସହ ଗାଡ଼ିର ପରମିଶନ୍, ଆଧାର କାର୍ଡ, ହେଲଥ୍ କାର୍ଡ ଓ ମେଡିକାଲ ବିଲ୍ ଯାଞ୍ଚ ପାଇଁ ଦାବି ହୋଇଛି।
#Malkangiri #HealthCard #HealthCardFraud #OdishaNews #MalkangiriNews #Chitrakonda #Odisha