Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
Politics

ଦେବଗଡ: ସିଆରିମାଳିଆ ଗ୍ରାମରେ ଚାଷୀଙ୍କୁ ସଚେତନ ପାଇଁ ଭୂସମ୍ପଦ ତଥ୍ୟାବଳୀ ଯାତ୍ରାର ଶୁଭାରମ୍ଭ

ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ସିଆରିମାଳିଆ ଗ୍ରାମରେ ଚାଷିଙ୍କୁ ସଚେତନ କରିବା ପାଇଁ ରିୱାର୍ଡ ଯୋଜନା ଅଧିନରେ ଭୂସମ୍ପଦ ତଥ୍ୟାବଳୀ ଯାତ୍ରାର ଶୁଭାରମ୍ଭ କରାଯାଇଛି । ମୃତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଦେବାଶିଷ ଚନ୍ଦ୍ର ଜଗଦେବଙ୍କ ତତ୍ତ୍ଵାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

MORE NEWS

ଦେବଗଡ: ସିଆରିମାଳିଆ ଗ୍ରାମରେ ଚାଷୀଙ୍କୁ ସଚେତନ ପାଇଁ ଭୂସମ୍ପଦ ତଥ୍ୟାବଳୀ ଯାତ୍ରାର ଶୁଭାରମ୍ଭ - Debagarh News