ରାୟଗଡା: ଗଜପତି: ରାୟଗଡ଼ ବ୍ଲକରେ ଭୂସ୍ଖଳନ, ରାସ୍ତା ଅବରୋଧ
ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଙ୍ଗାବଡ ପଞ୍ଚାୟତର ୩ଟି ସ୍ଥାନରେ ଭୂସ୍ଖଳନ ହୋଇଛି। ବଡ଼ ଦେଉଳା-ସାନ ଡେଉଳା ରାସ୍ତାରେ ମାଟି ଅତଡା ଖସିବା ଫଳରେ ରାସ୍ତା ଅବରୋଧ ହୋଇଛି, ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ଅଛନ୍ତି।