Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana

#ଭତ୍ତାଟଙ୍କା_ପାଇଁ_BDOଙ୍କ_ଦ୍ୱାରସ୍ତ_ହିତାଧିକାରୀ କୋଟପାଡ଼ : 3ମାସ ହେବ ଭତ୍ତା ଟଙ୍କା ମିଳୁ ନ ଥିବାରୁ ବହୁ ଅସୁବିଧା ଭୋଗୁଛନ୍ତି କୋଟପାଡ଼ ନିର୍ବାଚନ ମଣ୍ଡଳୀ କୁନ୍ଦୁରା ବ୍ଳକର ଶତାଧିକ ହିତାଧିକାରୀ #kotpadbreakingnews #kotpad #kundra #koraput #DurgamaOdisha #PensionIssue #fbviralvideo #nonfollowers #viralvideo District Magistrate Koraput CMO Odisha @highlight #thankyouforyoursupport #thankyouforwatchingmyreels

Koraput Town, Koraput | Jun 6, 2026

MORE NEWS

#କୋରାପୁଟ_ଶାଵର_ଶ୍ରୀକ୍ଷେତ୍ର_ଗୁଣ୍ଡିଚା_ମନ୍ଦିରରେ_ଶ୍ରଦ୍ଧାଳୁଙ୍କ_ପ୍ରବଳ_ଭିଡ଼ 🙏

ପବିତ୍ର ରଥଯାତ୍ରା ଅବସରରେ କୋରାପୁଟ ଶାଵର ଶ୍ରୀକ୍ଷେତ୍ରର ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚିଥିଲେ।

ଭକ୍ତିମୟ ପରିବେଶ ମଧ୍ୟରେ ଭଜନ, କୀର୍ତ୍ତନ ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ଶୃଙ୍ଖଳିତ ଭାବେ ଦର୍ଶନ ବ୍ୟବସ୍ଥା ସହ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ଓ ସୁବିଧା ବ୍ୟବସ୍ଥା କରାଯାଇଥିଲା।

ଜୟ ଜଗନ୍ନାଥ। 🙏

#Koraput #ShabarSrikhetra #GundichaMandir #RathaYatra #JaiJagannath #Odisha

#କୋରାପୁଟ_ଶାଵର_ଶ୍ରୀକ୍ଷେତ୍ର_ଗୁଣ୍ଡିଚା_ମନ୍ଦିରରେ_ଶ୍ରଦ୍ଧାଳୁଙ୍କ_ପ୍ରବଳ_ଭିଡ଼ 🙏 ପବିତ୍ର ରଥଯାତ୍ରା ଅବସରରେ କୋରାପୁଟ ଶାଵର ଶ୍ରୀକ୍ଷେତ୍ରର ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚିଥିଲେ। ଭକ୍ତିମୟ ପରିବେଶ ମଧ୍ୟରେ ଭଜନ, କୀର୍ତ୍ତନ ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ଶୃଙ୍ଖଳିତ ଭାବେ ଦର୍ଶନ ବ୍ୟବସ୍ଥା ସହ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ଓ ସୁବିଧା ବ୍ୟବସ୍ଥା କରାଯାଇଥିଲା। ଜୟ ଜଗନ୍ନାଥ। 🙏 #Koraput #ShabarSrikhetra #GundichaMandir #RathaYatra #JaiJagannath #Odisha

Koraput Town, Koraput | Jul 21, 2026

#ପରଟା_ଗାଁରେ_୫_ଫୁଟ_ଲମ୍ବର_ନାଗ_ସାପ_ଉଦ୍ଧାର_ସୁରକ୍ଷିତ_ଭାବେ_ଜଙ୍ଗଲରେ_ଛଡ଼ାଗଲା

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତର ପରଟା ଗାଁରେ ଆଜି ସନ୍ଧ୍ୟାରେ ଏକ ପ୍ରାୟ ୫ ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରାଯାଇଛି।

ଗାଁର ମାଧବ ଗୋଲରୀଙ୍କ ଘର ପାର୍ଶ୍ୱରେ ସାପଟି ବୁଲୁଥିବା ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଥିଲେ। ଲୋକଙ୍କ ଗହଳି ଶୁଣି ସାପଟି ରୋଷେଇ ପାଇଁ କାଠ ରଖାଯାଇଥିବା କୁଡ଼ିଆ ଘର ଭିତରକୁ ପଶିଯାଇଥିଲା।

ଖବର ପାଇ ନନ୍ଦପୁରର ସାପ ଧରାଳି ଦେବା ନାୟକ ଘଟଣାସ୍ଥଳରେ ପହଞ୍ଚି ବହୁ ସମୟର ପରିଶ୍ରମ ପରେ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ନିକଟସ୍ଥ ଥୁବା ଜଙ୍ଗଲରେ ସାପଟିକୁ ଛାଡ଼ି ଦିଆଯାଇଥିଲା।

ସାପଟିର ସୁରକ୍ଷିତ ଉଦ୍ଧାର ପାଇଁ ପରଟା ଗାଁର ଲୋକମାନେ ସାପ ଧରାଳି ଦେବା ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

📍 ସ୍ଥାନ: ପରଟା ଗାଁ, ଥୁବା ପଞ୍ଚାୟତ, ନନ୍ଦପୁର ବ୍ଲକ, କୋରାପୁଟ

#Koraput #Nandapur #SnakeRescue #Cobra #Wildlife #OdishaNews

#ପରଟା_ଗାଁରେ_୫_ଫୁଟ_ଲମ୍ବର_ନାଗ_ସାପ_ଉଦ୍ଧାର_ସୁରକ୍ଷିତ_ଭାବେ_ଜଙ୍ଗଲରେ_ଛଡ଼ାଗଲା କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତର ପରଟା ଗାଁରେ ଆଜି ସନ୍ଧ୍ୟାରେ ଏକ ପ୍ରାୟ ୫ ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରାଯାଇଛି। ଗାଁର ମାଧବ ଗୋଲରୀଙ୍କ ଘର ପାର୍ଶ୍ୱରେ ସାପଟି ବୁଲୁଥିବା ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଥିଲେ। ଲୋକଙ୍କ ଗହଳି ଶୁଣି ସାପଟି ରୋଷେଇ ପାଇଁ କାଠ ରଖାଯାଇଥିବା କୁଡ଼ିଆ ଘର ଭିତରକୁ ପଶିଯାଇଥିଲା। ଖବର ପାଇ ନନ୍ଦପୁରର ସାପ ଧରାଳି ଦେବା ନାୟକ ଘଟଣାସ୍ଥଳରେ ପହଞ୍ଚି ବହୁ ସମୟର ପରିଶ୍ରମ ପରେ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ନିକଟସ୍ଥ ଥୁବା ଜଙ୍ଗଲରେ ସାପଟିକୁ ଛାଡ଼ି ଦିଆଯାଇଥିଲା। ସାପଟିର ସୁରକ୍ଷିତ ଉଦ୍ଧାର ପାଇଁ ପରଟା ଗାଁର ଲୋକମାନେ ସାପ ଧରାଳି ଦେବା ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। 📍 ସ୍ଥାନ: ପରଟା ଗାଁ, ଥୁବା ପଞ୍ଚାୟତ, ନନ୍ଦପୁର ବ୍ଲକ, କୋରାପୁଟ #Koraput #Nandapur #SnakeRescue #Cobra #Wildlife #OdishaNews

Koraput Town, Koraput | Jul 21, 2026

ସଫେଇ କାମରେ ନିଯୁକ୍ତି ପାଇଁ ଶ୍ରମିକଙ୍କୁ 70 ହଜାର ଲାଞ୍ଚ ମାଗୁଛି ଠିକା ସଂସ୍ଥା ! ଜୟପୁରରେ ଆଉଟ୍ ସୋର୍ସିଂ ଜରିଆରେ ନିଯୁକ୍ତି ନାଁରେ ବ୍ୟାପକ ଲାଞ୍ଚ କାରବାର ହେଉଛି ! ଏହି ଅଭିଯୋଗ ନେଇ ସବ୍ କଲେକ୍ଟରଙ୍କ ଦ୍ୱାରସ୍ଥ ହେଲେ କାଉନ୍ସିଲର ପ୍ରଣବ କିଶୋର ନାୟକ। District Magistrate Koraput CMO Odisha Taraprasad Bahinipati

ସଫେଇ କାମରେ ନିଯୁକ୍ତି ପାଇଁ ଶ୍ରମିକଙ୍କୁ 70 ହଜାର ଲାଞ୍ଚ ମାଗୁଛି ଠିକା ସଂସ୍ଥା ! ଜୟପୁରରେ ଆଉଟ୍ ସୋର୍ସିଂ ଜରିଆରେ ନିଯୁକ୍ତି ନାଁରେ ବ୍ୟାପକ ଲାଞ୍ଚ କାରବାର ହେଉଛି ! ଏହି ଅଭିଯୋଗ ନେଇ ସବ୍ କଲେକ୍ଟରଙ୍କ ଦ୍ୱାରସ୍ଥ ହେଲେ କାଉନ୍ସିଲର ପ୍ରଣବ କିଶୋର ନାୟକ। District Magistrate Koraput CMO Odisha Taraprasad Bahinipati

Koraput Town, Koraput | Jul 21, 2026

#ଭତ୍ତାଟଙ୍କା_ପାଇଁ_BDOଙ୍କ_ଦ୍ୱାରସ୍ତ_ହିତାଧିକାରୀ କୋଟପାଡ଼ : 3ମାସ ହେବ ଭତ୍ତା ଟଙ୍କା ମିଳୁ ନ ଥିବାରୁ ବହୁ ଅସୁବିଧା ଭୋଗୁଛନ୍ତି କୋଟପାଡ଼ ନିର୍ବାଚନ ମଣ୍ଡଳୀ କୁନ୍ଦୁରା ବ୍ଳକର ଶତାଧିକ ହିତାଧିକାରୀ #kotpadbreakingnews #kotpad #kundra #koraput #DurgamaOdisha #PensionIssue #fbviralvideo #nonfollowers #viralvideo District Magistrate Koraput CMO Odisha @highlight #thankyouforyoursupport #thankyouforwatchingmyreels - Koraput Town News