🙏🐘 ଗଣେଶ ପୂଜାରେ ଭକ୍ତିରେ ଦୁଲୁକିଲା ଆରଡି ପୀଠ! 🚩ପବିତ୍ର ଗଣେଶ ପୂଜା ଅବସରରେ ଉତ୍ସବମୁଖର ହୋଇଉଠିଲା ଆରଡି ପୀଠ। ମୁକ୍ତିମଣ୍ଡପରେ ପୂଜା ପାଉଥିବା ବୁଢ଼ା ଗଣେଶଙ୍କ ନିକଟରେ ଲାଗିଲା ୧୦୮ ଭୋଗଥାଳି! 🙏✨
ମାଲପୁଆ, ଲଡୁ, ମଣ୍ଡା, କାକରା ଭଳି ବିଭିନ୍ନ ପାରମ୍ପରିକ ଭୋଗରେ ମହକିଲା ପୀଠ ପରିସର। ଭକ୍ତଙ୍କ ଦର୍ଶନ ପାଇଁ ମଧ୍ୟ କରାଯାଇଥିଲା ସୁବ୍ୟବସ୍ଥା। ❤️
🔥 ଏହି ଭକ୍ତିମୟ ଦୃଶ୍ୟ ଆପଣ ଦେଖିଛନ୍ତି କି?
କମେଣ୍ଟରେ ଲେଖନ୍ତୁ “ଗଣପତି ବାପ୍ପା ମୋରିଆ” 🙏🐘
#GaneshPuja #BudaGanesh #Aradi #Akhandalamani #GaneshChaturthi #Odisha #OdiaNews #RCNODIA #ଭକ୍ତି #ଗଣେଶପୂଜା