Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

ସିମୁଳିଆ: ଚୂନନଟି ଗ୍ରାମ ରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଦୁଇ ବଖରା ଘର

Similia, Balasore | Dec 5, 2025
ଅଗ୍ନିକାଣ୍ଡ ରେ ଦୁଇ ବଖରା ପୋଡି ପାଉଁଶ l ଖଇରା ବ୍ଳକ କୁପାରୀ ପଞ୍ଚାୟତ ଚୂନନଟି ଗ୍ରାମ ରେ ମଶା ଧୂଆଁ ରୁ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ଦୁଇ ବଖରା ସମେତ ୫୦ ହଜାର ଟଙ୍କା ର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଏହି ଗ୍ରାମର ସଞ୍ଜୀବ ଦାସ ଓ ସଞୟ ଦାସ ଙ୍କ ଘରେ ମଶା ପାଇଁ ଘରେ ଧୁଆଁ ଦେଇଥିଲେ। ଏହି ଧୁଆଁ ରୁ ହଠାତ୍ ଘରେ ନିଆଁ ଲାଗିଯାଇଥିଲା ବେଳେ ପରେ ଅନ୍ୟ ଘରକୁ ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟ ରେ ଲାଗିବା ସହିତ ଖଇରା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଖବର ପାଇ ଆଜି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁ କୁ ଆୟତ୍ତ କରିଛନ୍ତି l
ସିମୁଳିଆ: ଚୂନନଟି ଗ୍ରାମ ରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଦୁଇ ବଖରା ଘର - Similia News