ବସ୍ତା: ଧୋବାଚକୁରି ସ୍କୁଲରେ ଚ୍ୟାୟାରମ୍ୟାନଙ୍କ ଦାଦାଗିରି: ଛାତ୍ରଙ୍କୁ ବତାଫାଳିଆରେ ମାଡ
Basta, Balasore | Oct 16, 2026 ଧୋବାଚକୁରି ଉନ୍ନତ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା। ବିଦ୍ୟାଳୟର ଚ୍ୟାୟାରମ୍ୟାନ୍ ଜଣେ ଛାତ୍ରଙ୍କୁ ବତାଫାଳିଆରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସ୍କୁଲ ପରିସରରେ ଚ୍ୟାୟାରମ୍ୟାନଙ୍କ ଏଭଳି ଆଚରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା।