ଗୁଡାରି: ନବୀନ ପଟନାୟକଙ୍କ 80ତମ ଜନ୍ମଦିନ: ଗୁଡାରି ମେଡିକାଲରେ ଫଳ ବାଣ୍ଟିଲେ ବିଜେଡି କର୍ମୀ
ନବୀନ ପଟନାୟକଙ୍କ 80ତମ ଜନ୍ମଦିନ ଅବସରରେ ଗୁଡାରି ଏନ ଏ ସି ଅଧକ୍ଷା ସରମିତା ଶବରଙ୍କ ତତ୍ୱାବଧାନରେ ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଛି। ବିଜେଡି ନେତା ଓ କର୍ମୀମାନେ ନେତାଙ୍କ ଦୀର୍ଘାୟୁ କାମନା କରିଛନ୍ତି।