Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ଭଦ୍ରକ ଗ୍ରାମାଞ୍ଚଳ: ଚଡଦିଆ ରାଜେନ୍ଦ୍ର ପଲ୍ଲୀ ରେ ବଧୁହତ୍ଯା ଅଭିଯୋଗ, ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି

Bhadrak Rural, Bhadrak | Sep 20, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଚଡଦିଆ ଗ୍ରାମ ପଞ୍ଚାୟତ ରାଜେନ୍ଦ୍ର ପଲ୍ଲୀ ରେ ବଧୁହତ୍ଯା ଅଭିଯୋଗ। ହରେକୃଷ୍ଣ ପୁର ଗ୍ରାମ ର ଅଶୋକମାଇତଙ୍କକନ୍ୟା୬ମାସ ହେବ ବୈଦିକ ରିତିନିତିରେ କାର୍ତ୍ତିକ ମଣ୍ଡଳ ଙ୍କ ପୁତ୍ର ସମ୍ଭୁନାଥମଣ୍ଡଳଙ୍କୁବିବାହ କରିଥିଲେ।ଅଧିକ ଜୈତୁକ ଦାବିକରି ଝିଅକୁ ମାରି ଟାଙ୍ଗୀ ଦେଇଥିବା ବାଂଶଡା ଥାନା ରେ ଅଭିଯୋଗ ହୋଇଥିବାସୂଚନା ମିଳିଛି।ଘଟଣାସ୍ଥଳରେ ବାଂଶଡାଥାନାପୋଲିସସହିତଚାନ୍ଦବାଲିଅତିରିକ୍ତତହସିଲଦାର ପହଞ୍ଚି ଅଧିକତଦନ୍ତଆରମ୍ଭକରିଶବକୁଜବତକରିବ୍ୟବଚ୍ଛେଦ ପାଇଁ ଆଣିଥିବାସୂଚନାମିଳିଛି।ଆଜିଦିନ୫ଘଟିକାସମୟରେ ଶବବ୍ୟବଚ୍ଛଦ ପାଇଁ ଆଣିଥିବା ସୂଚନା ମିଳିଛି

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ଚଡଦିଆ ରାଜେନ୍ଦ୍ର ପଲ୍ଲୀ ରେ ବଧୁହତ୍ଯା ଅଭିଯୋଗ, ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି - Bhadrak Rural News