ବାଲେଶ୍ୱର: ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ କଲେ ବିଧାୟକ ମାନସ କୁମାର ଦତ୍ତ
Baleshwar, Balasore | Oct 20, 2026
ମହାନବମୀ ଅବସରରେ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ପାତ୍ରପଡ଼ା, ସୁନହଟ ଓ ଦେୱାନପାଟଣା ପୂଜା ମଣ୍ଡପ ବୁଲି ଦର୍ଶନ କରିଛନ୍ତି। ସେ ବାଲେଶ୍ୱରବାସୀଙ୍କ ପାଇଁ ଶୁଭ ମନାସିବା ସହ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।