ଅନୁଗୋଳ: ଜିଲ୍ଲା DPRC କାର୍ଯ୍ୟଲୟ ପରିସରରେ ପଞ୍ଚାୟତ ସ୍ତରରେ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ଏକ ବୈଠକ ଅନୁଷ୍ଠିତ
Anugul, Angul | Aug 1, 2025 ପଞ୍ଚାୟତ ସ୍ତରରେ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ପଞ୍ଚାୟତ ପିଓ ଙ୍କୁ ନେଇ ଏକ ବୈଠକ। ସୂଚନା ମୁତାବକ ଆଜି ପୂର୍ବାହ୍ନ 11 ଘଟିକା ସମୟରେ ଜିଲ୍ଲା DPRC କାର୍ଯ୍ୟଲୟ ପରିସରରେ ପଞ୍ଚାୟତ ସ୍ତରରେ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ପଞ୍ଚାୟତ ପିଓ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ପିଓ ଉପସ୍ଥିତ ରହିଥିଲେ।