ଈଶାଣୀରେ ସମାଜସେବୀ ମନ୍ମଥ ପରିଡ଼ାଙ୍କ ଏକାଦଶାହ ସଭା, ଯୋଗଦେଲେ ରେମୁଣା ବିଧାୟକ
Baleshwar, Balasore | Oct 6, 2026
ବାଲେଶ୍ୱର ଜିଲ୍ଲା ଇସାଣୀରେ ସମାଜସେବୀ ସ୍ବର୍ଗତ ମନ୍ମଥ କୁମାର ପରିଡ଼ାଙ୍କ ଏକାଦଶାହ ଓ ସ୍ମୃତି ସଭା ଅନୁଷ୍ଠିତ। ରେମୁଣା ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।