Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
Cricket
Uttarakhand

ଦେବଗଡ: ଭିତିରିଆ ସାହିରେ ରାହାସଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

ଦେବଗଡ ସହର ଭିତିରିଆ ସାହିରେ ବେଶ ଧୂମଧାମ ସହିତ ରାହାସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୨ ତାରିଖ ରୁ ଆରମ୍ଭ ହୋଇଥିବା ରାହାସ ଯାତ୍ରା ୫ ତାରିଖ ରାତିରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ରାଧା,କୃଷ୍ଣଙ୍କ ଯୁଗଳ ମୁର୍ତୀ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରଥମ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ପୂଜା ମଣ୍ଡପକୁ ଅଣା ଯାଇଥିଲା । ସେହି ଦିନ ଠାରୁ ପାରମ୍ପରିକ ପୂଜାର୍ଚ୍ଚନା ସହିତ ବେଶ ଧୂମଧାମରେ ରାହାସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥିଲା।

MORE NEWS