Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh

ଗୋବିନ୍ଦପୁର: ଗୋବିନ୍ଦପୁର ଶବ ବ୍ୟବଛେଦ ଗୃହ ପାଇଁ ନାହିଁ ରାସ୍ତା, ଫସିଗଲା ପୋଲିସ ଗାଡ଼ି

Govindpur, Sambalpur | Sep 3, 2025
ବାମରା ସ୍ଥିତ ଗୋବିନ୍ଦପୁର ଶବ ବ୍ୟବଛେଦ ଗୃହ ଯିବା ପାଇଁ ରାସ୍ତା ନ ଥିବା ଯୋଗୁଁ ପୋଲିସ ଗାଡ଼ି ରାସ୍ତା ରେ ଫସି ଯାଇଥିବା ଦେଖିବା କୁ ମିଳିଛି। ବୁଧବାର ସନ୍ଧ୍ୟା ୫ ଟା ସମୟରେ ଏକ ଶବ ବ୍ୟବଛେଦ ପାଇଁ ଆସିଥିବା ବେଳେ ବ୍ୟବଚ୍ଛେଦ ଗୃହ ପାଇଁ ରାସ୍ତା ନ ଥିବା ଯୋଗୁଁ କାର୍ଯ୍ୟରତ ସେଠାକୁ ଯିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ। ପରେ ପୋଲିସ ଗାଡ଼ି ରେ ଡାକ୍ତର ଙ୍କୁ ନିଆ ଯାଇଥିବା ବେଳେ ପୋଲିସ ଗାଡ଼ି ମଧ୍ୟ କାଦୁଅ ରେ ଫସି ଯାଇଥିଲେ।

MORE NEWS