#ଟେମ୍ପକୁ_ଧକା_ଦେଲା_ଟ୍ରକ
#ଦୁର୍ଘଟଣାରେ_ବାପ_ଓ_ପୁଅ_ମୃତ_ମା_ଗୁରୁତର
୨୨୦ନମ୍ବର ଜାତୀୟ ରାଜପଥ କାଳିକାପୁର ନିକଟରେ ଏକ ଟେମ୍ପୋକୁ ଏକ ଟ୍ରକ ଧୋକାଦେବା ଫଳରେ ବାପ ଓ ଛୁଆ ମୃତ,ମା ଗୁରୁତର ,କରଞ୍ଜିଆ ହସ୍ପିଟାଲ ରୁ ନିଜ ଛୁଆ କୁ ଡାକ୍ତର ଙ୍କୁ ଦେଖାଇ ନିଜ ଘର ବଡ଼ଗାଁ ପଞ୍ଚାୟତ ଶରଧା ଗ୍ରାମକୁ ଯିବା ବେଳେ କାଳିକାପୁର ନିକଟରେ ଘଟିଛି ଦୁର୍ଘଟଣା,ଟେମ୍ପୋରେ ବାପ, ମା, ଛୁଆ ଥିଲେ, ଡ୍ରାଇଭର ବି ଗୁରୁତର, ମା କୁ କେନ୍ଦୁଝର ହସ୍ପିଟାଲ କୁ ସ୍ତାନ୍ତରିତ କରାଯାଇଛି |
#latastnewsupdate #breakingnews #Odishanews #pabitranewsodisha