କଟକ ପୌରାଞ୍ଚଳ: ଓଡ଼ିଶାରେ ବନ୍ଦ ହୋଇପାରେ ଉବେର ଓ ରାପିଡୋ ବାଇକ୍ ସେବା
ଓଡ଼ିଶାରେ ଉବେର ଓ ରାପିଡୋର ବାଇକ୍ ସେବା ବନ୍ଦ ହେବାର ସମ୍ଭାବନା। ମୋଟର ଭେଇକିଲ୍ ଆକ୍ଟର ଉଲ୍ଲଂଘନ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ। ପ୍ରାଇଭେଟ୍ ନମ୍ବର ଗାଡ଼ି ବ୍ୟବହାର ଉପରେ ରୋକ୍ ଲଗାଇବାକୁ ନୋଟିସ୍।