Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Police
Bihar
बिहार
India
कांग्रेस
भाजपा
Congress
Modi
Delhi
Viral
Jharkhand
Rajasthan
Bollywood
Patna
Breakingnews
Narendramodi
Madhya_pradesh
Cm
Pmmodi
Rahulgandhi
यूपी
Uttarpradesh
Haryana
Uttarakhand
Crimenews
Aap
prashantakumar79
ମାଲକାନଗିରି: ଉତ୍କୃଷ୍ଟ ସାମ୍ବାଦିକତା ଲାଗି ମାଲକାନଗିରି ଜିଲ୍ଲା ସମ୍ବାଦ ପ୍ରତିନିଧି ପ୍ରେମେନ୍ଦ୍ର ପରିଛା ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ହେଲେ ପୁରସ୍କୃତ
Malkangiri, Malkangiri
| Oct 4, 2025
ମାଲକାନଗିରି ଜିଲ୍ଲା ସମ୍ବାଦ ପ୍ରତିନିଧି ପ୍ରେମେନ୍ଦ୍ର ପରିଛା ଉତ୍କୃଷ୍ଟ ସାମ୍ବାଦିକତା ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଠାରୁ ହେଲେ ପୁରସ୍କୃତ।
MORE NEWS
କୋଟପାଡ଼ା ଏଇଇ ସତ୍ୟନାରାୟଣ ସେଠୀଙ୍କ ଘରେ ଭିଜିଲାନ୍ସର ବଡ ଧରଣର ଚଢ଼ାଉ।ପୁଳା ପୁଳା ଟଙ୍କା ଓ ସୁନା ଅଳଙ୍କାର ଜବତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ, ୭ଟି ସ୍ଥାନରେ ଭିଜିଲାନ୍ସ ର ଏକକାଳୀନ ତଲାସି ଜାରୀ ରହିଛି। ଜୟପୁର ପାରାବେଡା ସ୍ଥିତ ଭଢା ଘରେ ଭିଜିଲାନ୍ସ ଚଢ଼ାଉ ରେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଜବତ କରିଛି। ଆୟର ଉତ୍ସଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କୋଟପାଡ଼ା ବ୍ଲକ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ସତ୍ୟନାରାୟଣ ସେଠୀଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି।
Malkangiri, Malkangiri | Jun 19, 2026
ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସତୀଗୁଡା ଇକୋ ପାର୍କ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ସଚେତକ ଶ୍ରୀ ପ୍ରଧାନ ବିଭିନ୍ନ ବିଭାଗର ପ୍ରକଳ୍ପ ଅଗ୍ରଗତି ନେଇ ପଚାରି ବୁଝିବା ସହ ବାକି ରହିଥିବା ସମସ୍ତ କାର୍ଯ୍ୟକୁ ସମ୍ପୃକ୍ତ ଠିକାଦାରମାନେ ଯଥାଶୀଘ୍ର ଶେଷ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। #MalkangiriNews #Odisha #DailyMalkangiri
Malkangiri, Malkangiri | Jun 19, 2026
କୋଟପାଡ଼ା ଏଇଇ ସତ୍ୟନାରାୟଣ ସେଠୀଙ୍କ ଘରେ ଭିଜିଲାନ୍ସର ବଡ ଧରଣର ଚଢ଼ାଉ,ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ୭ଟି ସ୍ଥାନରେ ଏକକାଳୀନ ତଲାସି ଜାରି ରହିଛି।
Malkangiri, Malkangiri | Jun 19, 2026
ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସତୀଗୁଡା ଇକୋ ପାର୍କ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
Malkangiri, Malkangiri | Jun 19, 2026
ଆଧ୍ୟାତ୍ମିକତାର ଅନନ୍ୟ ଉଦାହରଣ: ବାବା ପ୍ରେମାନନ୍ଦ ମହାରାଜଙ୍କ ସ୍ୱାସ୍ଥ୍ୟ ପାଇଁ ସାଇକେଲରେ ଭାରତ ଭ୍ରମଣ! ୧୪ଟି ରାଜ୍ୟ ଅତିକ୍ରମ କରି ମାଲକାନଗିରିରେ ପହଞ୍ଚିଲେ କଲିକତାର ତାରକ ସରକାର । #MalkangiriNews #Odisha #DailyMalkangiri
Malkangiri, Malkangiri | Jun 18, 2026