ବଲାଙ୍ଗୀର: ବୁରୋମାଲ ପିଏମ୍ଶ୍ରୀ ବିଦ୍ୟାଳୟରେ ବାଲ ବୈଜ୍ଞାନିକ ପ୍ରଦର୍ଶନୀ: 10ଟି ପ୍ରକଳ୍ପ ଚୟନ
ବଲାଙ୍ଗିର ତୁରେକେଲା ବ୍ଲକ ବୁରୋମାଲ ପିଏମ୍ଶ୍ରୀ ବିଦ୍ୟାଳୟରେ ବିଶ୍ୱ ବିଜ୍ଞାନ ଦିବସ ପାଳିତ। ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କ ଦ୍ୱାରା 30ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବାବେଳେ 10ଟି ପ୍ରକଳ୍ପ ବ୍ଲକସ୍ତରୀୟ ପ୍ରଦର୍ଶନୀ ପାଇଁ ଚୟନ ହୋଇଛି।