Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ଛେଣ୍ଡିପଦା: ମହିଳାଙ୍କୁ ଆତ୍ମନିର୍ଭର ପାଇଁ ଲଙ୍ଗୁଳି ଜଙ୍ଗଲ ବନ ସୁରକ୍ଷା ସମିତିରେ ତାଲିମ ଦେଲା ଛେଣ୍ଡିପଦା ବନ ବିଭାଗ

Chhendipada, Angul | Aug 16, 2025
ଅନୁଗୋଲ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପକ୍ଷରୁ ଲଙ୍ଗୁଳି ଜଙ୍ଗଲ ବନସୁରାକ୍ଷା ସମିତି ଠାରେ ଶନିବାର ୧୧ ଘଟିକା ସମୟରେ ମହିଳା ମାନଙ୍କୁ ଆତ୍ମନିର୍ଭର ଓ ସ୍ୱାବଲମ୍ବୀ କରିବା ପାଇଁ ମାଗଣା ତାଲିମ ଦିଆଯାଇଛି l ବନବିଭାଗ ଓ ୟୁକୋ ଗ୍ରାମୀଣ ଆତ୍ମନିର୍ଭରଶୀଳ ତାଲିମ ପ୍ରତିଷ୍ଠାନ ପକ୍ଷରୁ ଶନିବାର ନଙ୍ଗୁଳି ଜଙ୍ଗଲ ବନସୁରକ୍ଷା ସମିତିର ମହିଳା ମାନଙ୍କୁ ଛତୁ ଚାଷ ମାଧ୍ୟମରେ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ୧୦ ଦିନିଆ ମାଗଣା ତାଲିମ ଶିବରର ଆରମ୍ଭ ହୋଇଯାଇଛି l
ଛେଣ୍ଡିପଦା: ମହିଳାଙ୍କୁ ଆତ୍ମନିର୍ଭର ପାଇଁ ଲଙ୍ଗୁଳି ଜଙ୍ଗଲ ବନ ସୁରକ୍ଷା ସମିତିରେ ତାଲିମ ଦେଲା ଛେଣ୍ଡିପଦା ବନ ବିଭାଗ - Chhendipada News