କଟକ ପୌରାଞ୍ଚଳ: କଟକର ପୂଜା ମଣ୍ଡପ କାର୍ଯ୍ୟକର୍ତ୍ତାଙ୍କ ସହ ସଭାସଦ ଦେବାଶିଷ ସାମନ୍ତରାୟଙ୍କ ଆଲୋଚନା
କଟକ ସହରର ବିଭିନ୍ନ ପୂଜା ମଣ୍ଡପର କାର୍ଯ୍ୟକର୍ତ୍ତାଙ୍କ ସହ ରାଜ୍ୟ ସଭା ସାଂସଦ ଦେବାଶିଷ ସାମନ୍ତରାୟ ପରମ୍ପରା ବଜାୟ ରଖିବା ଉପରେ ଆଲୋଚନା କରିଛନ୍ତି। ସମାଜ ସେବୀ ରଞ୍ଜନ ବିଶ୍ଵାଳ ମଧ୍ୟ ଉପସ୍ଥିତ ଥିଲେ।