ପୁରୀ: ପୁରୀ ସ୍ୱର୍ଗଦ୍ୱାର ବେଳାଭୂମିରେ ପର୍ଯ୍ୟଟକଙ୍କୁ ଲୁଟ, ଜଣେ ଗିରଫ
Puri, Puri | Oct 28, 2026
ପୁରୀ ସ୍ୱର୍ଗଦ୍ୱାର ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆକ୍ରମଣ କରି ଲୁଟ ଘଟଣାରେ ପୋଲିସ ଜଣକୁ ଗିରଫ କରିବା ସହ ଦୁଇ ନାବାଳକଙ୍କୁ ଅଟକ ରଖିଛି। ଅଭିଯୁକ୍ତମାନେ ବଙ୍ଗାଳୀ ପର୍ଯ୍ୟଟକଙ୍କ ମୋବାଇଲ ଓ ୧୦୦୦ ଟଙ୍କା ଲୁଟି ନେଇଥିଲେ।