Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
बारिश
India
कांग्रेस
Accident
Congress
Modi
Delhi
Viral
Up
मध्यप्रदेश
Bollywood
Breakingnews
Madhya_pradesh
उत्तरप्रदेश
Madhyapradesh
Pmmodi
Rahulgandhi
क्राइम
Biharfloods
Chhattisgarh
Uttarpradesh
Haryana
pnewsodisha2
Previous slide
Next slide
#ଦିନରେ_ଫେରିବାଲା_ରାତିରେ_ଡକାୟତି ବିଭିନ୍ନ ପ୍ରକାରର ଜିନିଷ ବିକିବା ଆଳରେ ଗାଁ ଠାରୁ ସହର ବୁଲନ୍ତି। ରେକି କରନ୍ତି ରାତିରେ ସୁଯୋଗ ଦେଖି ଡକାୟତି କରନ୍ତି। ପୁରୀ ପୋଲିସ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ଧରିବାରେ ସମର୍ଥ ହୋଇଛନ୍ତି। ଅସ୍ତରଙ୍ଗ ବଜାରରେ ଏକ ନୂଆ ମୋବାଇଲ ଦୋକାନକୁ ତାଡି ଲୁଟ କରିଥିଲେ। ପେଶାଦାର ଡକାୟତ। ସି ସି ଟିଭି ଫୁଟେଜ ଆଧାରରେ ଏହି ଘଟଣାର ସମ୍ପକ୍ତୃ ଥିବା ଡାକୟତଙ୍କ ଉତ୍ତରପ୍ରଦେଶରୁ ଧରିଲାବାରେ ସମର୍ଥ ହେଲା ଅସ୍ତରଙ୍ଗ ପୋଲିସ। ସେମାନେ କିଛି ଫୋନ୍ ବିକି ଦେଇଥିଲେ ଯେଉଁ ଦୋକାନରେ ବିକ୍ର କରିଥିଲେ ତାକୁ ଧରା ଯାଇଛି। ସେମାନଙ୍କ ଠାରୁ ୪୦ମୋବଇଲ ଜବତ l ସହ ୧ଲକ୍ଷ ୮୦ହଜାର ଟଙ୍କା ଜବତ ଓ ତିନି ଜଣ ଡକାୟତଙ୍କୁ ଗିରଫ କରାଯାଇଛି l ଜଣେ ଫେରାର ହୋଇଯାଇଛି। ଫେରିବାଳା ଙ୍କ ଠାରୁ ସଜାଗ ରୁହନ୍ତୁ। #pabitranewsodisha #purisp #OdishaNews #BreakingNews
Kendujhar Town, Kendujhar
| Sep 4, 2026
#ଦିନରେ_ଫେରିବାଲା_ରାତିରେ_ଡକାୟତି
#pabitranewsodisha
#purisp
#odishanews
#breakingnews
MORE NEWS
କେନ୍ଦୁଝର ଟାଉନ ଥାନା ପୋଲିସକୁ ବଡ଼ ସଫଳତା। ଧରାପଡ଼ିଛି ଆନ୍ତଃରାଜ୍ୟ ଟ୍ରାନସଫର୍ମର ଡକାୟତି ଗ୍ୟାଙ୍ଗର ୧୬ ଜଣ ଦୁର୍ବୃତ୍ତ । #pabitranewsodisha #Transformersrobbery #keonjhar #Breakingnews #latastnews #viralpost #
Kendujhar Town, Kendujhar | Sep 4, 2026
କେନ୍ଦୁଝର ଟାଉନ ଥାନା ପୋଲିସକୁ ବଡ଼ ସଫଳତା। ଧରାପଡ଼ିଛି ଆନ୍ତଃରାଜ୍ୟ ଟ୍ରାନସଫର୍ମର ଡକାୟତି ଗ୍ୟାଙ୍ଗର ୧୬ ଜଣ ଦୁର୍ବୃତ୍ତ। ସୂଚନା ଅନୁସାରେ, ଏହି ଗ୍ୟାଙ୍ଗ କେନ୍ଦୁଝରର ୨୦ଟି ସ୍ଥାନ ସମେତ ରାଜ୍ୟର ୧୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଚୋରି ଓ ଡକାୟତି କରିଥିବା ଅଭିଯୋଗ ରହିଛି। ୫ଟି ଜିଲ୍ଲା ପୋଲିସ ପାଇଁ ମୁଣ୍ଡବିନ୍ଧା ପାଲଟିଥିବା ଏହି ଗ୍ୟାଙ୍ଗକୁ ଶେଷରେ ଟାଉନ ଥାନାର ସ୍ୱତନ୍ତ୍ର ଟିମ୍ କାବୁ କରିଛି। ଅଭିଯୁକ୍ତଙ୍କଠାରୁ ୨ଟି କାର୍, ୬ କ୍ୱିଣ୍ଟାଲରୁ ଅଧିକ ତମ୍ବା ଓ ଆଲୁମିନିୟମ୍ ତାର, ୫୦ ଗ୍ରାମ ସୁନା, ଦେଢ଼ ଲକ୍ଷ ଟଙ୍କା ନଗଦ ଏବଂ ୧୫ଟି ମୋବାଇଲ୍ ଫୋନ୍ ସହ ବହୁ ଚୋରି ସାମଗ୍ରୀ ଜବତ କରିଛି ପୋଲିସ। #transformersrobbery #BreakingNews #Keonjhar #latastnews #pabitranewsodisha #viralpost
Kendujhar Town, Kendujhar | Sep 4, 2026
#ହାଟଡିହି_କଲେଜରେ_ପରିବେଶ_ପଞ୍ଚାୟତ_ଅନୁଷ୍ଠିତ ଲୋକସେବା ନ୍ୟାସ କେନ୍ଦୁଝର ପକ୍ଷରୁ ହାଟଡିହି କଲେଜରେ ପରିବେଶ ପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି। #Hatadihi #OdishaNews #EnvironmentalPanchayat #pabitranewsodisha
Kendujhar Town, Kendujhar | Sep 4, 2026
ଆଜି ଚାଷୀଙ୍କ ଖାତାକୁ ଯିବ ସିଏମ୍-କିଷାନ୍ ଯୋଜନାର ପଞ୍ଚମ କିସ୍ତି ଟଙ୍କା । #farmer #cmkisanmoney #MohanCharanMajhi #pabitranewsodisha #viralpost
Kendujhar Town, Kendujhar | Sep 4, 2026
ପାଲଲହଡ଼ା ଠାରେ ବିଜେଡିର ୧୨ ଘଣ୍ଟିଆ ରାସ୍ତା ବନ୍ଦ | #OdishaNews #Bjd #roadblock #Breakingnews #anugul #pallahada
Kendujhar Town, Kendujhar | Sep 3, 2026
#ବିଷାକ୍ତ_ସାପ_କାମୁଡାରେ_ଯୋବକ_ମୃତ ବିଷାକ୍ତ ସାପ କାମୁଡାରେ ଜଣେ ଯୋବକଙ୍କର ମୃତ ଘଟିଛି। ଘରେ ସୁଇଥିବା ସମୟରେ ବିଷାକ୍ତ ସାପ କାମୁଡ଼ିଥିଲା। ସାପ କାମୁଡ଼ିବା ପରେ ପ୍ରଥମେ କାମାକ୍ଷାନଗର ମେଡିକାଲ ନିଆଯାଇଥିଲା। କାମକ୍ଷାନାଗାର ମେଡିକାଲ ରେ ସ୍ୱାସ୍ଥ୍ୟ ବସ୍ତା ବିଗିଡ଼ିବା ପରେ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା ଶେଷରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଙ୍କଡ଼ାହାଡ଼ ଗ୍ରାମର ଚୌବନ ପାତ୍ରଙ୍କ ୪୦ ବର୍ଷୀୟ ପୁଅ କୁମ୍ଭକର୍ଣ୍ଣ ପାତ୍ର ଘରେ ଥିବା ସମୟରେ ବିଷାକ୍ତ ସାପ କାମୁଡ଼ାରେ ମୃତ ବରଣ କରିଛନ୍ତି। #pabitranewsodishalive #OdishaNews #sneakbyt #BreakingNews #viralreel #Kankadahad #Dhenkanal
Kendujhar Town, Kendujhar | Sep 3, 2026
#ଶୋଚନୀୟ_ରାସ୍ତାକୁ_ନେଇ_ପ୍ରତିବାଦ ହାଟଡିହି - ସମଣା ଓ ବରାଙ୍ଗ -ନସିରପୁର ରାସ୍ତା ଅବସ୍ଥା ଶୋଚନୀୟ କୁ ନେଇ ସ୍ଥାନୀୟ ଲୋକେ ମୁହଁ ଖୋଲିଛନ୍ତି। ସ୍ଥାନୀୟ ଲୋକେ ବରାଙ୍ଗ ଛକରେ ବିକ୍ଷୋଭ କରି ପ୍ରତିବାଦ ଜଣାଇଛନ୍ତି। #OdishaNews #BreakingNews #Poorroad #anandpur #hatadihi #keonjhar
Kendujhar Town, Kendujhar | Sep 3, 2026
ଯାଜପୁର ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ସଞ୍ଜୟ କୁମାର ହାଁସଦା ଲାଞ୍ଚ ମାମଲାରେ ଭିଜିଲାନ୍ସ ଜାଲରେ ପଡ଼ିଲେ । ତଲାସୀ ବେଳେ ୧ ଲକ୍ଷ ୭୮ ହଜାର ୭୦୦ ଟଙ୍କା ନଗଦ ଜବତ । #pabitranewsodishalive #OdishaNews #BreakingNews #OdishaVigilance #Jajpur #viralpost
Kendujhar Town, Kendujhar | Sep 3, 2026