ଜଟଣୀ: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ ପୁନଃ ଗଠନ ବିବାଦ ନେଇ ଯାଆଁଳାରେ ଯାଆଁଳା ପଞ୍ଚାୟତ ସଭାନେତ୍ରୀ ରଖିଲେ ପ୍ରତିକ୍ରିୟା
Jatani, Khordha | Sep 20, 2025 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ ପୁନଃ ଗଠନ ବିବାଦ ନେଇ ଯାଆଁଳା ଠାରେ ଯାଆଁଳା ପଞ୍ଚାୟତ ସଭାନେତ୍ରୀ ମିନତୀ ପ୍ରଧାନ ରଖିଲେ ପ୍ରତିକ୍ରିୟା | ସେ 20 ତାରିଖ ଅପରାହ୍ନ 4 ଘଣ୍ଟିକା ସମୟରେ ପ୍ରତିକ୍ରିୟା ରଖିଛନ୍ତି |