ନୂଆପଡା: ନୂଆପଡ଼ା: ପୁଣି ସ୍କୁଲ ଗଲେ ଘରୋଇ ହିଂସାର ଶିକାର ହୋଇଥିବା ଯୁବତୀ
ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସହଯୋଗରେ ଘରୋଇ ହିଂସାର ଶିକାର ହୋଇଥିବା ଜଣେ ଯୁବତୀ ପୁଣି ପାଠ ପଢ଼ିବାର ସୁଯୋଗ ପାଇଛନ୍ତି। କୋମନା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀରେ ତାଙ୍କର ନାମଲେଖା କରାଯାଇଛି।