ଖଲ୍ଲିକୋଟ୍: ଖଲ୍ଲିକୋଟରେ ଠକାମି: ସୁନା ମୁଦି ସଫା କରିବା ବାହାନାରେ ୮୦ ହଜାର ଟଙ୍କାର ମୁଦି ନେଇ ଫେରାର
ଖଲ୍ଲିକୋଟ ବଡ଼ଦାଣ୍ଡ ସାହିରେ ଥିବା ଏକ ଡ୍ରେସ୍ ଦୋକାନରୁ ଜଣେ ଅଜଣା ଯୁବକ ୮ ଗ୍ରାମ ଓଜନର ସୁନା ମୁଦି ଚୋରି କରି ନେଇଛି। ମୁଦିର ମୂଲ୍ୟ ୮୦ ହଜାର ଟଙ୍କା ବୋଲି ଜଣାପଡିଛି। ଦୋକାନ ମାଲିକଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।