ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମୋ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ବିଜେପି ପାର୍ଟି ଅଫିସ ନିକଟରେ ବିଧାୟକ ସନ୍ତୋଷ ଖଟୁଆ ରଖିଲେ ପ୍ରତିକ୍ରିୟା
ମୋ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡିର ସାଂସଦ ପ୍ରାର୍ଥୀ । ଅଭିଯୁକ୍ତ ଭିଡ଼ିଓ ଭିଡ଼ିଓରେ କହିଚନ୍ତି ତାଙ୍କୁ ବିଧାୟକଙ୍କ ନାଁ ନେବା ପାଇଁ ବାଧ୍ୟ କୁହାଯାଇଥିଲା । ବିଧାୟକଙ୍କ ନାଁ ନେଲେ ତାଙ୍କୁ ଖସେଇ ଦିଆଯିବ ବୋଲି କୁହାଯାଇଥିଲା । ବିଜେଡି ସମୟରେ ୩୦ ଟି ହାତୀ ମରିଛନ୍ତି । ଯିଏ ବ୍ୟକ୍ତିଗତ ଆକ୍ଷେପ ଆରମ୍ଭ କରିଛନ୍ତି, ତାଙ୍କ ଉପରେ କର୍ଯ୍ୟନୁଷ୍ଠାନ ହେବା କଥା । ପୋଲିସ ନିକଟରେ ଅଭିଯୋଗ କରିଛି । ମାନହାନି ମକଦ୍ଦମା କରିଛି । ଆଇନ ତା ବାଟରେ ଯିବ ମୋର ଭରସା ଅଛି । ଗ୍ରାଉଣ୍ଡକୁ ନେଇ ମୋର ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ପଚାରନ୍ତୁ ।