ସଦର: କଳାହାଣ୍ଡି ଜିଲ୍ଲା ପ୍ରାଥମିକଶିକ୍ଷା ରେ ଶିକ୍ଷକ ମାନେ ପାଲି କରି ବିଦ୍ୟାଳୟ ଯାଉଥିବା ଅଭିଯୋଗ: ପ୍ରତିକ୍ରିୟା ରଖିଲେ ଜିଲ୍ଲା ଶିକ୍ଷା ଅଧିକାରୀ
କଳାହାଣ୍ଡି ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ , ଶିକ୍ଷକ ମାନଙ୍କ ପାଲି କରି ପାଠପଢା ଅଭିଯୋଗ କୁ ନେଇ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ପ୍ରତିକ୍ରିୟା, କହିଛନ୍ତି ଆମେ ଘଟଣା ବିଷୟରେ ଜାଣିଲେ ତ୍ଵରିତ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି। ଏଭଳି ଅଭିଯୋଗ ପୁର୍ବରୁ ମଧ୍ୟ ଆସିଛି ଆଉ ଆମେ କାର୍ଯ୍ୟାନୁଷ୍ଠାନ ନେଇଛୁ।