ଛତ୍ରପୁର: ଲାଞ୍ଜିପଲ୍ଲୀଜାତୀୟରାଜପଥ ନିକଟରେ ଥିବା ବଡ ଗୋଦରlପୋଖରୀରୁମାକାଳୀଙ୍କଅଷ୍ଟଧାତୁନିର୍ମିତ ମୂର୍ତ୍ତିମାଟିତଳୁଉଦ୍ଧାରମତରଖିଲେସ୍ଥାନୀୟ କର୍ପୋରେଟର
ଆଜି ମଙ୍ଗଳବାର ସନ୍ଧ୍ୟା 8ଘଣ୍ଟା ସମୟରେ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରେ ଥିବା ବଡ ଗୋଦରl ପୋଖରୀରୁ ମା କାଳୀଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ମାଟି ତଳୁ ଉଦ୍ଧାର! ଉଦ୍ଧାର ପରେ ସେହି ସ୍ଥାନକୁ ସହ ସହ ଭକ୍ତଙ୍କ ସୁଅ ଛୁଟୁଛି ! ସୂଚନା ଅନୁସାରେ ଆଜି ହେଉଛି ଚୈତ୍ର ମାସ ଶେଷ ମଙ୍ଗଳବାର ଏବଂ ଚୈତ୍ର ପୂର୍ଣ୍ଣିମା ମଧ୍ୟ ! ସେଥିପାଇଁ ଲୋକଙ୍କ ବିଶ୍ୱାସ ମଧ୍ୟ ବଢୁଛି !