ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ବଡ଼ ରାଧାକାନ୍ତ ମଠରେ ପାଳିତ ହେଲା ଗୋବର୍ଦ୍ଧନ ପୂଜା
ପାରଳାଖେମୁଣ୍ଡି ସ୍ଥିତ ବଡ଼ ରାଧାକାନ୍ତ ମଠରେ ବାବା ପ୍ରାଣ ଗୌରାଙ୍ଗ ଦାସଙ୍କ ପୌରହିତ୍ୟରେ ମହା ଆଡ଼ମ୍ବରରେ ପାଳିତ ହେଲା ପବିତ୍ର ଗୋବର୍ଦ୍ଧନ ପୂଜା। ବହୁ ଶ୍ରଦ୍ଧାଳୁ ନାମ ସଂକୀର୍ତ୍ତନରେ ସାମିଲ ହୋଇ ପ୍ରସାଦ ସେବନ କରିଛନ୍ତି।