Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

କୋଟପାଡ: ମୁଣ୍ଡାଗୁଡା ଛକରେ ବାଇକ ସହ ସ୍କୁଟି ଧକ୍କା, ଦୁଇ ଗୁରୁତର,

Kotpad, Koraput | Jan 17, 2026
ମୁଣ୍ଡାଗୁଡା ଛକରେ ବାଇକ ସହ ସ୍କୁଟି ଧକ୍କା, ଦୁଇ ଗୁରୁତର l ଗୁରୁତରଙ୍କୁ ଜୟପୁର ଜିଲ୍ଲା ଚିକିତ୍ସା ଳୟ ସ୍ଥାନାନ୍ତରିତ l ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦରାଗୁଡା ପଂଚାୟତ ଗୁପ୍ତେଶ୍ୱର ରାସ୍ତା ମୁଣ୍ଡାଗୁଡା ଛକରେ ଆଜି ଅପରାହ୍ନ ୩ ଟା ସମୟରେ ସଡ଼କ ଦୁର୍ଘଟଣା ଘିଟିଛି l ସୂଚନା ଅନୁଯାଇ, ବାଲିଗାଁ ପଂଚାୟତ ର ମାଙ୍କଡ଼ବେଡା ଗାଁର ସପର୍କୀୟ ଯୁବତୀ ପିଙ୍କି ହରିଜନ ଏବଂ ଯୁବକ ବସନ୍ତ ହରିଜନ ବାଇକରେ ବୈପାରୀଗୁଡା ଅଭିମୁଖେ ଆସୁଥିଲେ l ସେହି ସମୟରେ ଗୋଟିଏ ସ୍କୁଟି ରେ ଦୁଇ ଜଣ ଯୁବକ ଗୁପ୍ତେଶ୍ୱର ରୁ ଫେରିବା ସମୟରେ ପଛକୁ ପଛ ଧକ୍କା ହୋଇ ଦୁର୍ଘଟଣା ଘଟିଛି l