Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ମହାବିଦ୍ୟାଳୟ ର ଅଧ୍ୟାପକ ଓ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନ ୨୬ ଦିନ ରେ ପହଞ୍ଚିଲା

Bhadrak Rural, Bhadrak | Sep 12, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଚାନ୍ଦବାଲି ମହାବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ । ଆନ୍ଦୋଳନ ରେ ବସିଥିବା କର୍ମଚାରୀ ମାନଙ୍କୁ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଲେ ଚାନ୍ଦବାଲି ବିଧାୟକ ଡ଼ ବ୍ଯାମକେଶ ରାୟ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ମହାବିଦ୍ୟାଳୟ ରେ ଅଧ୍ୟାପକ ଓ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲମ ଛାଡ଼ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଆଜି ଦିନ ୧୧.୩୦ ମିନିଟ ସମୟରେ ଧାରଣା ସ୍ଥଳରେ ପହଞ୍ଚିଥିଲେ।

MORE NEWS

#ଧର୍ମେନ୍ଦ୍ରଙ୍କ_ଇସ୍ତଫା_ପରେ_ଯନ୍ତରମନ୍ତରରେ_ଖୁସି_ର_ମାହୋଲ। ଅଭିଜିତ କହିଲେ- #ସୁବା_ହୋ_ଗୟି_ମାମୁ 
#SSNews #cjp #cjpparty #neetexam #paperleak #DharmendraPradhan #Resignation #President #cjpprotest #delhi #BJPGovernment #Minister

#ଧର୍ମେନ୍ଦ୍ରଙ୍କ_ଇସ୍ତଫା_ପରେ_ଯନ୍ତରମନ୍ତରରେ_ଖୁସି_ର_ମାହୋଲ। ଅଭିଜିତ କହିଲେ- #ସୁବା_ହୋ_ଗୟି_ମାମୁ #SSNews #cjp #cjpparty #neetexam #paperleak #DharmendraPradhan #Resignation #President #cjpprotest #delhi #BJPGovernment #Minister

Bhadrak Rural, Bhadrak | Jul 25, 2026

#ଏ_ଦୁନିଆ_ଝୁକତି_ହେ_ଝୁକାନେ_ୱାଲା_ଚାହିଏ ଧର୍ମେନ୍ଦ୍ରଙ୍କ ଇସ୍ତଫାରେ 
ଡେଇଁଲା #CJP
#SSNews #cjp #protest #NEETPaperLeak #EducationMinister #Resign #Odisha #india #DharmendraPradhan

#ଏ_ଦୁନିଆ_ଝୁକତି_ହେ_ଝୁକାନେ_ୱାଲା_ଚାହିଏ ଧର୍ମେନ୍ଦ୍ରଙ୍କ ଇସ୍ତଫାରେ ଡେଇଁଲା #CJP #SSNews #cjp #protest #NEETPaperLeak #EducationMinister #Resign #Odisha #india #DharmendraPradhan

Bhadrak Rural, Bhadrak | Jul 25, 2026

🚨 ଚଢ଼ାଉରେ ଦେଶୀ ରନ୍ଧା ମଦ ଜବତ! ୦୨ ଜଣ ଗିରଫ | Excise Raid | Breaking News
ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଏହି ଘଟଣାରେ ୦୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଘଟଣାର ଅଧିକ ତଦନ୍ତ ଚାଲିଛି।

ଏହି ଭିଡିଓରେ ଦେଖନ୍ତୁ—

ଅବକାରୀ ବିଭାଗର ଚଢ଼ାଉ
କେତେ ପରିମାଣର ଦେଶୀ ମଦ ଜବତ ହେଲା
କିଏ ଗିରଫ ହେଲେ
ପୋଲିସ ଓ ଅବକାରୀ ବିଭାଗର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ

👉 ଏଭଳି ସମସ୍ତ ତାଜା ଓଡ଼ିଶା ଖବର ପାଇଁ ଆମ Channel କୁ Subscribe କରନ୍ତୁ, Like କରନ୍ତୁ ଏବଂ Share କରନ୍ତୁ।

#OdishaNews #BreakingNews #ExciseRaid #LiquorSeized #OdishaPolice #CrimeNews #OdiaNews #LatestNews #ViralNews #NewsUpdate

🚨 ଚଢ଼ାଉରେ ଦେଶୀ ରନ୍ଧା ମଦ ଜବତ! ୦୨ ଜଣ ଗିରଫ | Excise Raid | Breaking News ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଏହି ଘଟଣାରେ ୦୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଘଟଣାର ଅଧିକ ତଦନ୍ତ ଚାଲିଛି। ଏହି ଭିଡିଓରେ ଦେଖନ୍ତୁ— ଅବକାରୀ ବିଭାଗର ଚଢ଼ାଉ କେତେ ପରିମାଣର ଦେଶୀ ମଦ ଜବତ ହେଲା କିଏ ଗିରଫ ହେଲେ ପୋଲିସ ଓ ଅବକାରୀ ବିଭାଗର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ 👉 ଏଭଳି ସମସ୍ତ ତାଜା ଓଡ଼ିଶା ଖବର ପାଇଁ ଆମ Channel କୁ Subscribe କରନ୍ତୁ, Like କରନ୍ତୁ ଏବଂ Share କରନ୍ତୁ। #OdishaNews #BreakingNews #ExciseRaid #LiquorSeized #OdishaPolice #CrimeNews #OdiaNews #LatestNews #ViralNews #NewsUpdate

Bhadrak Rural, Bhadrak | Jul 25, 2026

🚨 କମର୍ଦ୍ଦାରେ ଚାଞ୍ଚଲ୍ୟ!

ଉଦ୍ଧାର ହୋଇଥିବା ମହିଳା ନିଖୋଜ ନଥିଲେ। ଅଭିଯୋଗ ଅନୁସାରେ, ଗୁଣ୍ଡା ଓ ମଦ୍ୟପ ସ୍ୱାମୀଙ୍କ କବଳରୁ ରକ୍ଷା ପାଇବା ପାଇଁ ସେ ନିଜେ ପୋଲିସର ସହାୟତା ନେଇଥିଲେ।

ଘଟଣାର ସମ୍ପୂର୍ଣ୍ଣ ସତ୍ୟ କ'ଣ? ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ।

👉 ଅଧିକ ଖବର ପାଇଁ RCN ODIA କୁ Follow କରନ୍ତୁ।

#RCNODIA #BreakingNews #OdishaNews #Karmarda #Police #ViralNews #OdiaNews #LatestNews #NewsUpdate

🚨 କମର୍ଦ୍ଦାରେ ଚାଞ୍ଚଲ୍ୟ! ଉଦ୍ଧାର ହୋଇଥିବା ମହିଳା ନିଖୋଜ ନଥିଲେ। ଅଭିଯୋଗ ଅନୁସାରେ, ଗୁଣ୍ଡା ଓ ମଦ୍ୟପ ସ୍ୱାମୀଙ୍କ କବଳରୁ ରକ୍ଷା ପାଇବା ପାଇଁ ସେ ନିଜେ ପୋଲିସର ସହାୟତା ନେଇଥିଲେ। ଘଟଣାର ସମ୍ପୂର୍ଣ୍ଣ ସତ୍ୟ କ'ଣ? ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ। 👉 ଅଧିକ ଖବର ପାଇଁ RCN ODIA କୁ Follow କରନ୍ତୁ। #RCNODIA #BreakingNews #OdishaNews #Karmarda #Police #ViralNews #OdiaNews #LatestNews #NewsUpdate

Bhadrak Rural, Bhadrak | Jul 25, 2026

🔴 ପ୍ରଭୁ ଶ୍ରୀ ଶ୍ରୀ ପ୍ରସନ୍ନ ଦେବଙ୍କ ବାହୁଡ଼ା ଯାତ୍ରା 2026 | ହରିବୋଲ ଧ୍ୱନିରେ ପ୍ରକମ୍ପିତ ପରିବେଶ | Live Darshan

🙏 ଭକ୍ତି, ଆସ୍ଥା ଓ ଉତ୍ସାହର ଅଦ୍ଭୁତ ମିଳନ! ପ୍ରଭୁ ଶ୍ରୀ ଶ୍ରୀ ପ୍ରସନ୍ନ ଦେବଙ୍କ ପବିତ୍ର ବାହୁଡ଼ା ଯାତ୍ରାର ଅପୂର୍ବ ଦୃଶ୍ୟ ଏହି ଭିଡିଓରେ ଦେଖନ୍ତୁ।

ହଜାର ହଜାର ଭକ୍ତଙ୍କ "ହରିବୋଲ" ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି। ରଥ ଟାଣିବାର ଅନନ୍ୟ ମୁହୂର୍ତ୍ତ, ଭକ୍ତଙ୍କ ଉତ୍ସାହ ଓ ପବିତ୍ର ଯାତ୍ରାର ସମ୍ପୂର୍ଣ୍ଣ ଝଲକ ଏହି ଭିଡିଓରେ ଉପଭୋଗ କରନ୍ତୁ।

📌 ଭିଡିଓଟି ଭଲ ଲାଗିଲେ Like 👍, Share 📲 ଏବଂ Subscribe 🔔 କରିବାକୁ ଭୁଲନ୍ତୁ ନାହିଁ।

#ପ୍ରସନ୍ନଦେବ #ବାହୁଡାଯାତ୍ରା #BahudaYatra #RathaYatra #JagannathCulture #OdiaFestival #HariBol #OdiaNews #LiveDarshan #Odisha

🔴 ପ୍ରଭୁ ଶ୍ରୀ ଶ୍ରୀ ପ୍ରସନ୍ନ ଦେବଙ୍କ ବାହୁଡ଼ା ଯାତ୍ରା 2026 | ହରିବୋଲ ଧ୍ୱନିରେ ପ୍ରକମ୍ପିତ ପରିବେଶ | Live Darshan 🙏 ଭକ୍ତି, ଆସ୍ଥା ଓ ଉତ୍ସାହର ଅଦ୍ଭୁତ ମିଳନ! ପ୍ରଭୁ ଶ୍ରୀ ଶ୍ରୀ ପ୍ରସନ୍ନ ଦେବଙ୍କ ପବିତ୍ର ବାହୁଡ଼ା ଯାତ୍ରାର ଅପୂର୍ବ ଦୃଶ୍ୟ ଏହି ଭିଡିଓରେ ଦେଖନ୍ତୁ। ହଜାର ହଜାର ଭକ୍ତଙ୍କ "ହରିବୋଲ" ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି। ରଥ ଟାଣିବାର ଅନନ୍ୟ ମୁହୂର୍ତ୍ତ, ଭକ୍ତଙ୍କ ଉତ୍ସାହ ଓ ପବିତ୍ର ଯାତ୍ରାର ସମ୍ପୂର୍ଣ୍ଣ ଝଲକ ଏହି ଭିଡିଓରେ ଉପଭୋଗ କରନ୍ତୁ। 📌 ଭିଡିଓଟି ଭଲ ଲାଗିଲେ Like 👍, Share 📲 ଏବଂ Subscribe 🔔 କରିବାକୁ ଭୁଲନ୍ତୁ ନାହିଁ। #ପ୍ରସନ୍ନଦେବ #ବାହୁଡାଯାତ୍ରା #BahudaYatra #RathaYatra #JagannathCulture #OdiaFestival #HariBol #OdiaNews #LiveDarshan #Odisha

Bhadrak Rural, Bhadrak | Jul 25, 2026