Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
Cricket

ସୁବର୍ଣ୍ଣପୁର ପ୍ରଶାସନର ତୁରନ୍ତ ପଦକ୍ଷେପ #heavyrain #Subarnapur #rishitv #trees #cutting

MORE NEWS

#ବହୁ_ଚର୍ଚ୍ଚିତ_ପୁଷ୍ପା_ଗ୍ୟାଙ୍ଗ_ଗିରଫ 
 #rishitv #hilights #viralreelsシ #puspagang
#arrest #police #tarbha #Subarnapur 
 ସୁବର୍ଣ୍ଣପୁର ପୋଲିସକୁ ବଡ ସଫଳତା । ବହୁ ଚର୍ଚ୍ଚିତ ପୁଷ୍ପା ଗ୍ୟାଙ୍ଗକୁ ଗିରଫ କରିଛି ତରଭା ଥାନା ପୋଲିସ । ବିଭିନ୍ନ ସମୟରେ ଭୁବନେଶ୍ୱର ରେ ଆତଙ୍କ ଚଳାଇଥିଲେ ଏହି ଗ୍ୟାଙ୍ଗ । ଗ୍ୟାଙ୍ଗର ମୁଖ୍ୟ ପୁଷ୍ପା ଓରଫ୍ ପି. ରାମଲୁ ରାଓ ଙ୍କ ନାମରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ରହିଛି ୧୩ ଟି ମାମଲା । ସେହିପରି ପ୍ରତ୍ୟୁଷ ପ୍ରିୟାଂଶୁ ନାଏକଙ୍କ ନାମରେ ରାଜି ୩ ଟି ମାମଲା ରୁଜୁ ହୋଇଛି । ଅନ୍ୟ ଜଣେ ଅଭିଯୁକ୍ତ ତରଭା ଥାନା ଅନ୍ତର୍ଗତ ଶିବତୁଲା ଗାଁ ର ରାଜେଶ ନାଏକ ବୋଲି ସୂଚନା ମିଳିଛି । ଗତକାଲି ତରଭା ଅଞ୍ଚଳରେ ଏକ ବଡ ଅପରାଧିକ ମାମଲା କରିବାକୁ ଯିବା ଆଗରୁ ଗ୍ୟାଙ୍ଗ ର ତିନି ଜଣକୁ ଗିରଫ କରିଛି ତରଭା ପୋଲିସ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ

#ବହୁ_ଚର୍ଚ୍ଚିତ_ପୁଷ୍ପା_ଗ୍ୟାଙ୍ଗ_ଗିରଫ #rishitv #hilights #viralreelsシ #puspagang #arrest #police #tarbha #Subarnapur ସୁବର୍ଣ୍ଣପୁର ପୋଲିସକୁ ବଡ ସଫଳତା । ବହୁ ଚର୍ଚ୍ଚିତ ପୁଷ୍ପା ଗ୍ୟାଙ୍ଗକୁ ଗିରଫ କରିଛି ତରଭା ଥାନା ପୋଲିସ । ବିଭିନ୍ନ ସମୟରେ ଭୁବନେଶ୍ୱର ରେ ଆତଙ୍କ ଚଳାଇଥିଲେ ଏହି ଗ୍ୟାଙ୍ଗ । ଗ୍ୟାଙ୍ଗର ମୁଖ୍ୟ ପୁଷ୍ପା ଓରଫ୍ ପି. ରାମଲୁ ରାଓ ଙ୍କ ନାମରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ରହିଛି ୧୩ ଟି ମାମଲା । ସେହିପରି ପ୍ରତ୍ୟୁଷ ପ୍ରିୟାଂଶୁ ନାଏକଙ୍କ ନାମରେ ରାଜି ୩ ଟି ମାମଲା ରୁଜୁ ହୋଇଛି । ଅନ୍ୟ ଜଣେ ଅଭିଯୁକ୍ତ ତରଭା ଥାନା ଅନ୍ତର୍ଗତ ଶିବତୁଲା ଗାଁ ର ରାଜେଶ ନାଏକ ବୋଲି ସୂଚନା ମିଳିଛି । ଗତକାଲି ତରଭା ଅଞ୍ଚଳରେ ଏକ ବଡ ଅପରାଧିକ ମାମଲା କରିବାକୁ ଯିବା ଆଗରୁ ଗ୍ୟାଙ୍ଗ ର ତିନି ଜଣକୁ ଗିରଫ କରିଛି ତରଭା ପୋଲିସ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ

Sonapur, Subarnapur (Sonepur) | Aug 10, 2026

ବ୍ରାହ୍ମଣ ଏକତା ଆମର ଲକ୍ଷ୍ୟ ଏବଂ ସରକାରଙ୍କ ଦମନ ନୀତିକୁ ବିରୋଦ୍ଧ କରିବୁ ଆଗାମୀ ଦିନରେ
#rishitv #highlight #brahmansamaj

ବ୍ରାହ୍ମଣ ଏକତା ଆମର ଲକ୍ଷ୍ୟ ଏବଂ ସରକାରଙ୍କ ଦମନ ନୀତିକୁ ବିରୋଦ୍ଧ କରିବୁ ଆଗାମୀ ଦିନରେ #rishitv #highlight #brahmansamaj

Sonapur, Subarnapur (Sonepur) | Aug 10, 2026