Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Bihar
कांग्रेस
हत्या
भारत
बीजेपी
Uttar_pradesh
Congress
Modi
Delhi
Viral
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Uttarakhand
Sambalpur
सम्मान
Crimenews
charchanews
ପାରିବାରିକ ବିବାଦକୁ କେନ୍ଦ୍ର କରି ବଡ଼ବିଲ ଥାନା ଅନ୍ତର୍ଗତ କୋଲ୍ହ ବରପଦା ବୁରୁ ହଟିଂରେ ଏକ ରକ୍ତାକ୍ତ ସଂଘର୍ଷ ଘଟିଯାଇଛି। ଠେଙ୍ଗା ଓ ଲୁହା ରଡ୍ରେ ହୋଇଥିବା ଏହି ସଂଘବଦ୍ଧ ଆକ୍ରମଣରେ ୩ ଜଣ ମହିଳାଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୮ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। #charchatv #odishanewstoday #BreakingNews
Bhubaneswar M Corp, Khordha
| Oct 20, 2026
#charchatv
#odishanewstoday
#breakingnews
MORE NEWS
ରାତିରେ ଖାଇ ସୋଇଥିଲେ,ସକାଳେ ଜଣାପଡ଼ିଲା 5 ଜଣଙ୍କ ଚାଲିଯାଇଛି ଜୀବନ!ll CharchaTv #breakingnews #charchatv #odishanewstoday
Bhubaneswar M Corp, Khordha | Oct 20, 2026
ମା’ ବାଘେଶ୍ୱରୀ ପୀଠରେ ଦଶହରା ମହୋତ୍ସବ||CHARCHATV|| #charchatv #odishanews #breakingnews
Bhubaneswar M Corp, Khordha | Oct 20, 2026
, ବରଗଡ ଜିଲ୍ଲା ର ଗାଇସିଲେଟ ବ୍ଲକ ର କନ୍ଦା ଗାର୍ଡ ପଞ୍ଚ୍l ୟାତ୍ ର ଅର ଗଡି ଗ୍ରାମର ଉର୍କୁଲୁ ସୁନା,(୪୦) ସେ ନିଜ କୁଅକୁ ଆ ର୍ବଜନା ଲତା, ବୁଦା ସଫା କରି ଯାଇଥିବା ବେଳେ ତାଙ୍କର ଗୋଡ ଖସି ଯାଇଥିଲା, କୂଅ ଭିତରେ ପଡ଼ି ରହିଥିଲେ #charchatv #odishanewstoday #breakingnews
Bhubaneswar M Corp, Khordha | Oct 20, 2026
ପିପିଲି ର ମା’ କନକ ଦୁର୍ଗାଙ୍କ ପୀଠରେ ମହାଷ୍ଟମୀ ପୂଜାକୁ ନେଇ ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅପୂର୍ବ ଉତ୍ସାହ ଓ ଆଧ୍ୟାତ୍ମିକ ଭାବନା। ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ, ମା’ଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ପୀଠରେ ପହଞ୍ଚୁଛନ୍ତି। ମା’ଙ୍କ ନିକଟରେ ନିଜ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରି ଭକ୍ତମାନେ ପୂଜାର୍ଚ୍ଚନା କରୁଛନ୍ତି। ପୂଜା ଅବସରରେ ପୀଠରେ ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ #charchatv #odishanews #breakingnews
Bhubaneswar M Corp, Khordha | Oct 20, 2026
ନବରାତ୍ରି ରେ ପୂଜା ହେଲେ ମା ଦୁର୍ଗା : #charchatv #odishanewstoday #BreakingNews #drugrapuza
Bhubaneswar M Corp, Khordha | Oct 20, 2026
ନୂଆଁ ଧାନର ମହକ, ପରମ୍ପରାର ମିଳନ ଏବଂ ଭାଇଚାରାର ନିଆରା ପର୍ବ ନୂଆଁଖାଇ। ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଧାମନାଗୁଡ଼ାଠାରେ ଭତ୍ରା ସମାଜ ପକ୍ଷରୁ ଆୟୋଜିତ ହୋଇଛି ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ ସମାରୋହ। ମା’ ଦନ୍ତେଶ୍ୱରୀଙ୍କ ପୀଠରେ ଏକାଠି ହୋଇଥିଲେ ଜିଲ୍ଲାର ଦଶଟି ବ୍ଲକରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଓ ସମାଜର ଲୋକ। ଏହି ଭବ୍ୟ ସମାରୋହରେ ଯୋଗଦେଇଥିଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ସମେତ ବିଧାୟକ, ପୂର୍ବତନ ସାଂସଦ ଓ ବହୁ ରାଜନୈତିକ ତଥା ସାମାଜିକ ନେତୃବୃନ୍ଦ: #charchatv #odishanews #BreakingNews
Bhubaneswar M Corp, Khordha | Oct 20, 2026
ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ମୋଟାବାଡି ଜଙ୍ଗଲ ର ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର ମୃତକଙ୍କ ପରିଚୟ ମିଳିନାହିଁ ରକ୍ତ ଜୁଡ଼ୁ ବୁଡ଼ୁ ହୋଇ ରହିଥିଲା ଦେହ ଘଟଣା ସ୍ଥଳରୁ ମୃତଦେହ ଜବତ କରିବା ସହ ଏକ ଫୋନ ଜବତ କରିଛି ବୁଗୁଡା ପୋଲିସ୍ ଘଟଣାର ତଦନ୍ତ କରିବ ସହ ମୃତକଙ୍କ ପରିଚୟ ଖୋଜୁଛି ପୋଲିସ୍ ଅନ୍ୟପଟେ ଆକ୍ରମଣ କାରୀକୁ ଧରିବା ପାଇଁ ଚେଷ୍ଟ! ଚଳଇଥିବା ଜଣା ପଡିଛି ! #charchatv #odishanews #gajam #BreakingNews
Bhubaneswar M Corp, Khordha | Oct 20, 2026
ପବିତ୍ର ବିଜୟା ଦଶମୀ ଅବସରରେ ଭକ୍ତିମୟ ହୋଇଉଠିଛି ଓଡ଼ିଶାର ଅନ୍ୟତମ ପ୍ରମୁଖ ଶକ୍ତିପୀଠ ବାଙ୍କୀର ମା’ ଚର୍ଚ୍ଚିକାଙ୍କ ପୀଠ। ମା’ଙ୍କ ଦର୍ଶନ ପାଇଁ ମନ୍ଦିରରେ ଲାଗିଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼। ଏହି ପବିତ୍ର ଅବସରରେ ମା’ ଚର୍ଚ୍ଚିକା ରାଜରାଜେଶ୍ୱରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ମା’ଙ୍କ ଏହି ଦିବ୍ୟ ଓ ମନୋରମ ବେଶ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି #charchatv #odishanewstoday #banki #BreakingNews
Bhubaneswar M Corp, Khordha | Oct 20, 2026