ପାରଳାଖେମୁଣ୍ଡି: ଗଜପତିରେ ପାଳିତ ହେଲା ଶିଶୁ ଉତ୍ସବ ମହକ ଓ ଉତ୍ସାହ 2026
ଗଜପତି ଜିଲ୍ଲାରେ ୬ଟି ଶିଶୁ ଯତ୍ନ ଅନୁଷ୍ଠାନର ୧୨୦ ଜଣ ଶିଶୁଙ୍କୁ ନେଇ ଆୟୋଜିତ ହେଲା ଶିଶୁ ଉତ୍ସବ 'ମହକ ଓ ଉତ୍ସାହ 2026'। ବିଭିନ୍ନ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତାରେ ବିଜୟୀ ଶିଶୁମାନେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।