ଝାରସୁଗୁଡା: ଝାରସୁଗୁଡ଼ାର ଏହି 2ଟି କଲେଜକୁ ମିଳିବ ସ୍ୱୟଂଶାସିତ ମାନ୍ୟତା, ନଭେମ୍ବର 5ରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଝାରସୁଗୁଡ଼ାର ଲକ୍ଷ୍ମୀନାରାୟଣ ଡିଗ୍ରୀ କଲେଜ ଓ ବ୍ରଜରାଜନଗର ଡିଗ୍ରୀ କଲେଜକୁ ସ୍ୱୟଂଶାସିତ ମାନ୍ୟତା ପ୍ରଦାନ ପ୍ରକ୍ରିୟାରେ ସାମିଲ କରାଯାଇଛି। ନଭେମ୍ବର ୫ ତାରିଖରେ ଭୁବନେଶ୍ୱରରେ ଏନେଇ ଏକ ସ୍ୱତନ୍ତ୍ର ମାର୍ଗଦର୍ଶନ ବୈଠକ ଅନୁଷ୍ଠିତ ହେବ।