କୋରାପୁଟ ସହର: ସୁନାବେଡ଼ା ହାଲ ପରିସରର ଭଞ୍ଜ ମଣ୍ଡପରେ ନୁଆ ଖାଇ ଭେଟଘାଟ ରୁପା ଜୟନ୍ତୀ ଉଦଯାପିତ
କୋରାପୁଟ ଜିଲ୍ଲାର ସୁନାବେଡ଼ା ସ୍ଥିତ ହାଲ ପରିସରରେ ଥିବା ଭଞ୍ଜ ମଣ୍ଡପରେ ଦୁଇ ଦିନିଆ ନୁଆ ଖାଇ ଭେଟଘାଟ ରୁପା ଜୟନ୍ତୀ ଉଦଯାପିତ ହୋଇଯାଇଛି। ଆଜି ରାତି ୯ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ପରେ ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା ସମଲେଇ ଙ୍କୁ ଆଶିର୍ବାଦ ଭିକ୍ଷା କରି କାର୍ଯ୍ୟକ୍ରମ ଉଦଯାପିତ ହୋଇଛି। କାର୍ଯ୍ୟକ୍ରମରେ ସୁନାବେଡ଼ା ମୁନସିପାଲଟି ଚେୟାରମେନ ଡଃ ରାଜେନ୍ଦ୍ର ପାତ୍ର ସହ ସୁନାବେଡ଼ା ସ୍ଥିତ ପଶ୍ଚିମ ଓଡିଶା ବାସିନ୍ଦା ବହୁ ମାତ୍ରାରେ ଉପସ୍ଥିତ ଥିଲେ।