କଳାହାଣ୍ଡି: ଭବାନୀପାଟଣାରେ ଶ୍ରମିକ ମଜୁରୀ ବୃଦ୍ଧି ଓ ପେନସନ୍ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖରେ
Kalahandi, Kalahandi | Aug 18, 2026
ଭାରତୀୟ ମଜଦୂର ସଂଘ ଭବାନୀପାଟଣାରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଶ୍ରମିକଙ୍କ ମଜୁରୀ ବୃଦ୍ଧି ଓ ପେନସନ୍ ସମ୍ବନ୍ଧିତ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି।