Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

କୋଟପାଡ: ରାମଗିରି ଠାରେ ମଣ୍ଡିରୁ ଧାନ ନ ଉଠିନାହିଁ, ଏ ଘଟଣା କୁ ନେଇ ପ୍ରତିକ୍ରିୟା ରଖିଲେ ଆରଏମସି ଷ୍ଟାପ ସୁନୀଲ ବେହେରା,

Kotpad, Koraput | Jan 13, 2026
ରାମଗିରି ଠାରେ ମଣ୍ଡିରୁ ଧାନ ନ ଉଠିନାହିଁ, ଏ ଘଟଣା କୁ ନେଇ ପ୍ରତିକ୍ରିୟା ରଖିଲେ ଆରଏମସି ଷ୍ଟାପ ସୁନୀଲ ବେହେରା l ଆଜି ଅପରାହ୍ନ ପାଞ୍ଚ ଟା ସମୟରେ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ମଣ୍ଡିର ଅବ୍ୟବସ୍ଥା କୁ ନେଇ ତାତିଲେ ଚାଷୀ l ଧାନ ଉଠାଇବା ପାଇଁ ଦାବୀ କରି ମଣ୍ଡି ଗେଟ ଆଗରେ ତାଲା ଦେଇ ପ୍ରତିବାଦ କରିଥିଲେ l ହେଲେ ଏନେଇ ଆରଏମସି ଷ୍ଟାପ ସୁନୀଲ ବେହେରା ପ୍ରତିକ୍ରିୟା ରଖିଲେ l